ଆଜିର ଖବର ଭୁବନେଶ୍ବରରୁ ଦୁଇଟି ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ତାହାର ନାମ ଭୁବନେଶ୍ବର: ନିର୍ବାଚନ ଟେନସନରୁ ମୁକ୍ତି ମିଳିବା ପରେ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ଏକ ବହି ଦୋକାନରେ ଦେଖିବାକୁ ମିଳିଥିଲା। ସଂଧ୍ୟା ପ୍ରାୟ 7ଟା…