ଆଜିର ଖବର ଇ-ଗଭର୍ଣ୍ଣାନ୍ସରେ ବହୁଭାଷୀ ପ୍ରବେଶକୁ ଆହୁରି ଗଭୀର କରିବା ପାଇଁ ଭାଷିନୀ ସହିତ ହେବ ବୁଝାମଣାପତ୍ର ସ୍ୱାକ୍ଷର ନୂଆଦିଲ୍ଲୀ: ପଞ୍ଚାୟତିରାଜ ଶାସନରେ ଅନ୍ତର୍ଭୁକ୍ତି ଏବଂ ସୁଗମତା ବୃଦ୍ଧିକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ମନ୍ତ୍ରଣାଳୟ ଅତ୍ୟାଧୁନିକ ଏଆଇ ଚାଳିତ ଭାଷା ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବାକୁ ଯୋଜନା କରିଛି। ଇଲେକ୍ଟ୍ରୋନିକ୍ସ…