ଅପରାଧ ଚୋରି ଅଭିଯୋଗରେ ୨ ଗିରଫ, ୩ ବାଇକ୍ ଉଦ୍ଧାର କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ସହରରୁ ବାଇକ୍ ଚୋରି ଅଭିଯୋଗରେ ପୋଲିସ ୩ ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିଥିବାବେଳେ ୨ ଜଣଙ୍କୁ ଗିରଫ କରି…