ଆଜିର ଖବର ପଶ୍ଚିମବଙ୍ଗରେ କଂଗ୍ରେସକୁ ଝଟକା: ଟିଏମସିରେ ଯୋଗ ଦେଲେ ଏକମାତ୍ର ବିଧାୟକ ବାଇରନ୍ ବିଶ୍ବାସ କଲିକତା: ସାଗରଦିଘୀର କଂଗ୍ରେସ ବିଧାୟକ ବାଇରନ୍ ବିଶ୍ବାସ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ବିଜୟର ତିନି ମାସ ମଧ୍ୟରେ ସେ ଟିଏମସିରେ ଯୋଗ ଦେଇଛନ୍ତି। ପଶ୍ଚିମ ମେଦିନୀପୁରର…