ଆଜିର ଖବର ବାଗେଶ୍ବର ବାବାଙ୍କ ଆର୍ଶିବାଦ ନେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର, ହୋଇପାରନ୍ତି ସଭାପତି !! ଭୁବନେଶ୍ବର: ଓଡିଶା ବିଜେପିରେ କିଏ ହେବ ସଭାପତି। ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କାରଣ ଏହି ଜାନୁଆରୀ ମାସରେ ନୂଆ ସଭାପତିଙ୍କ ନାମ…