ବିଶେଷ ଖବର ରଥଯାତ୍ରାରେ ଆରମ୍ଭ ହେବ ବାଗଚୀ ଶଙ୍କର କ୍ୟାନସର ହସପିଟାଲ, ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା ଭୁବନେଶ୍ୱର: ଓଡ଼ିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟଏକ ମାଇଲ୍ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗ୍ଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି…