ଜାତୀୟ ଖବର ବାଙ୍ଗାଲୁରୁ ହେଉଛି କନ୍ନଡିଗାସ ଙ୍କର, ଭାଇରାଲ ହେବାରେ ଲାଗିଛି ଏହି ପୋଷ୍ଟ, ଚାଲିଛି ବଡ ବିତର୍କ ନୂଆଦିଲ୍ଲୀ: ବାଙ୍ଗାଲୁରୁ ହେଉଛି କନ୍ନଡିଗାସଙ୍କର, ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି। ସେତିକି ନୁହେଁ ଏହାକୁ ନେଇ ଚାଲିଛି ଏକ ବଡ ବିତର୍କ।…