ଆଜିର ଖବର ବ୍ରହ୍ମପୁରରେ ଦୁଷ୍କର୍ମ ଅଭିଯୋଗରେ ବିଜେପି ନେତା ଗିରଫ, ରାଜନୀତି ସରଗରମ ଭୁବନେଶ୍ବର: ଗତକାଲି ଦୁଷ୍କର୍ମ ଅଭିଯୋଗରେ ବ୍ରହ୍ମପୁରରୁ ଗିରଫ ହୋଇଥିବା ଭବାନୀ ଶଙ୍କର ଦାସ ବିଜେପି ନେତା। ସେ ବିଜେପିର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ…