ଆଞ୍ଚଳିକ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ନମିଳିଲେ କରାଯିବ ଆଇନ ଅମାନ୍ୟ ଆନ୍ଦୋଳନ: କ୍ରିୟାନୁଷ୍ଠାନ କମିଟି ବାଣପୁର (ସୀତାରାମ ଅଗ୍ରୱାଲ): ନିକଟରେ ରାଜ୍ୟ ସରକାର ଏକାଧିକ ଅଞ୍ଚଳକୁ ନୂତନ ଏନଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ରାଜସ୍ୱ ଉପଖଣ୍ଡ…