ଆଜିର ଖବର ସମନ୍ୱିତ ସଡ଼କ ସୁରକ୍ଷା ଡାସବୋର୍ଡର ସମୀକ୍ଷା କଲେ ରାଜ୍ୟ ସରକାର ଭୁବନେଶ୍ଵର: ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ରାଜ୍ୟରେ ସମନ୍ୱିତ ଏବଂ ତଥ୍ୟ-ଚାଳିତ ସଡ଼କ ସୁରକ୍ଷା ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ସମନ୍ୱିତ ସଡ଼କ ସୁରକ୍ଷା…