ବିଶେଷ ଖବର ବାଣିଜ୍ୟ ଓ ପରିବହନ ବଜେଟ: ବିଦ୍ୟୁତଚାଳିତ ଯାନ ସବସିଡ୍ ପାଇଁ ୨୫ କୋଟି ବ୍ୟୟ ବରାଦ ଭୁବନେଶ୍ୱର: ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଏକ ନବୀନ ଓଡିଶା ସଶକ୍ତ ଓ ପ୍ରଗତିଶୀଳ ଓଡିଶାର ପରିକଳ୍ପନା କରିଛନ୍ତି। ଯେଉଁଥିରେ ପରିବହନ କ୍ଷେତ୍ର ହେଉଛି ରାଜ୍ୟବାସୀଙ୍କ ଅଭିବୃଦ୍ଧି,…