ଆଜିର ଖବର ପଶ୍ଚିମବଙ୍ଗର ଦତ୍ତପୁକୁରର ବାଣ କାରଖାନାରେ ବିସ୍ଫୋରଣରେ: ୭ ମୃତ ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଅଞ୍ଚଳର ଦତ୍ତପୁକୁରର ବାଣ କାରଖାନାରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ…