ଆଜିର ଖବର ଭୁବନେଶ୍ବରରେ ଆଉ ସାତୋଟି ଜାଗାରେ ବାଣ ବିକ୍ରି ପାଇଁ ମିଳିଲା ଅନୁମତି ଭୁବନେଶ୍ବର: ଆସୁଛି ଦୀପାବଳି। ଏହି ଉପଲକ୍ଷେ ବାଣଫୁଟା ପର୍ବ ଅନୁଷ୍ଠିତ ହେବ। କରୋନା ପାଇଁ ଦୁଇବର୍ଷ ଧରି ବାଣଫୁଟା ବନ୍ଦ ଥିଲା। ଚଳିତ ବର୍ଷ ବାଣଫୁଟା ପାଇଁ…