ବିଶେଷ ଖବର ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି ପୁରୀ: ବାତ୍ୟା ମୁକାବିଲାରେ ତତ୍ପର ହୋଇ ଉଠିଛି ପୁରୀ ଜିଲ୍ଲା ପ୍ରଶାସନ। ଆଜି ବ୍ରହ୍ମଗିରିର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ…