ଆଜିର ଖବର ଉତ୍ତମ କିସମର ଧାନ ଦେବାକୁ କହି ‘ବାପନା’ କମ୍ପାନୀ ଦ୍ୱାରା ବିହନ ଠକେଇ ଅଭିଯୋଗ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଚଳିତ ଖରିଫ ଧାନ ଚାଷ କରିବା ପୂର୍ବରୁ ବିହନ ଖୋଜା ସମୟରେ ଉତ୍ତମ କିସମର ଦୀର୍ଘ ସମୟର ଧାନ ବିହନ ବୋଲି…