ଆଜିର ଖବର ବାପ ଓ ପୁଅଙ୍କ ଆକ୍ରମଣରେ ଯୁବକ ଗୁରୁତର: ଉଭୟ ପକ୍ଷରୁ ଥାନାରେ ଏତଲା ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ କନିଆରବାଡ ଗ୍ରାମର ସନ୍ତୋଷ ସାହୁ, ଦୁଇ ପୁଅ ରାଜେଶ ଓ ରବିଙ୍କ ଆକ୍ରମଣରେ ବାବୁ ସାହୁ…