ଜାତୀୟ ଖବର ବାମପନ୍ଥୀ ଉଗ୍ରବାଦ ପାଇଁ ୧୬ ହଜାର ଲୋକଙ୍କ ଜୀବନ ଯାଇଛି, ଏବେ ତାହା ସମାପ୍ତ ହେବ, ଅମିତ ଶାହା ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ ବାମପନ୍ଥୀ ଉଗ୍ରବାଦ ମୁକାବିଲା ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଅଧ୍ୟକ୍ଷତା…