ଆଜିର ଖବର ଜ୍ଞାନବାପି ମାମଲାରେ ମୁସଲିମ ପକ୍ଷକୁ ବଡ ଝଟକା, ASI ସର୍ଭେକୁ ଅନୁମୋଦନ କଲେ ବାରାଣାସୀ କୋର୍ଟ ନୂଆଦିଲ୍ଲୀ: ଜ୍ଞାନବାପି ସର୍ଭେ ସପକ୍ଷରେ ବାରାଣାସୀ କୋର୍ଟ ରାୟ ଦେଇଛନ୍ତି। ବିବାଦୀୟ ଅଂଶ ବ୍ୟତୀତ ASI ସର୍ଭେକୁ କୋର୍ଟ ଅନୁମୋଦନ କରିଛନ୍ତି, ସମଗ୍ର କ୍ୟାମ୍ପସର ASI ସର୍ଭେକୁ…