ଆଜିର ଖବର ଶୋଚନୀୟ ଅବସ୍ଥାରେ ବାଲେଡିହ-ମୁକ୍ତାଦେଇପୁର ରାସ୍ତା: ଏନେଇ ଧ୍ୟାନ ଦେବାକୁ ଚିଲିକା ବିଧାୟକଙ୍କ ନିକଟରେ ଦାବି ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବାଲେଡିହରୁ ମୁକ୍ତାଦେଇପୁର ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଅବସ୍ଥା ବେଶ୍ ଶୋଚନୀୟ ହୋଇପଡିଛି। ବର୍ଷା ଯୋଗୁଁ ରାସ୍ତା…