ଆଜିର ଖବର ପାଟ୍ରୋଲିଂ ବେଳେ ଧରାପଡ଼ିଲା ମଦ କାରବାର, ବିପୁଳ ବିଦେଶୀ ମଦ ସହ ଜଣେ ଗିରଫ ବାଲିକୁଦା: ପାଟ୍ରୋଲିଂ ବେଳେ ବାଲିକୁଦା ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଅବକାରୀ ଚୋରା କାରବାର ଅଭିଯୋଗରେ କୋଳଥପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରୁ ୩୬.୧୨୦ ଲିଟର…