ଆଜିର ଖବର ଭାଇ ହେଲା ଭାଇର ହତ୍ୟାକାରୀ! ଖଟ କାଠରେ ପିଟି ବଡ଼ ଭାଇଙ୍କୁ ମାରିଦେବା ଅଭିଯୋଗ ପାଟଣାଗଡ଼: ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ଯେଉଁ ସାନ ଭାଇ ସହ ଗୋଟିଏ ଘରେ ବଢ଼ିଥିଲେ, ସେହି ଭାଇ ହିଁ ବଡ଼ ଭାଇଙ୍କ ଜୀବନ ନେଇଥିବା…