ବାଲୁକା କଳାରେ ପ୍ରଣବ ମୁଖାର୍ଜୀ

ପୁରୀ, ନିଜ ବାଲୁକା କଳାରେ ଭାରତର ପୂବର୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ