ଖେଳ ବାଲୁଗାଁରେ ଜାତୀୟ କ୍ରୀଡ଼ା ଦିବସ ପାଳିତ, ବିଭିନ୍ନ କ୍ରୀଡାବିତଙ୍କୁ ସମ୍ମାନିତ ବାଲୁଗାଁ( ସୀତାରାମ ଅଗ୍ରୱାଲ): ଭାରତୀୟ କ୍ରୀଡ଼ାଜଗତର କିମ୍ବଦନ୍ତୀ ପୁରୁଷ ତଥା ହକିର ମହାନାୟକ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନରେ ବାଲୁଗାଁରେ ଜାତୀୟ କ୍ରୀଡ଼ା ଦିବସ ଅନୁଷ୍ଠିତ ହୋଇଯାଇଛି l…