ଆଞ୍ଚଳିକ ଦିବାରାତ୍ରି ମ୍ୟାଚରେ ବ୍ରହ୍ମପୁରକୁ ହରାଇ ଚମ୍ପିୟାନ ହେଲା ବାଲୁଗାଁ ୧୧ ଷ୍ଟାର ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଖେଳାଯାଇଥିବା ଦିବାରାତ୍ରି ମ୍ଯାଚରେ ବାଲୁଗାଁ ଇଲେଭେନ ଷ୍ଟାର ଚମ୍ପିୟାନ ହୋଇଛି। ବ୍ରହ୍ମପୁରକୁ ହରାଇ ବାଲୁଗାଁ ଇଲେଭେନ ଷ୍ଟାର ଚମ୍ପିୟାନ ହୋଇଛି।…