ଆଜିର ଖବର ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ଖୋର୍ଦ୍ଧା: ବାଲ୍ୟ ବିବାହ ବର୍ତ୍ତମାନ ସମାଜର ଏକ ଗୁରୁତର ବ୍ୟାଧି, ବାଲ୍ୟ ବିବାହକୁ ରୋକିବାକୁ ହେଲେ ତୃଣମୂଳ ସ୍ତରରୁ ସମାଜରେ ବସବାସ କରୁଥିବା ସମସ୍ତ ମାନବ ଜାତି…