ଆଜିର ଖବର ମହାପ୍ରଭୁଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ପ୍ରଶାସନ କତ୍ତୃପକ୍ଷ ପୁରୀ: ପୁରୀର କେତେକ ଅଂଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମି ଜବରଦଖଲକାରୀଙ୍କ କବଳରେ ରହିଛି। ମାଟିତୋଟା ମଉଜାରେ ଥିବା ଏହି ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ…