ଆଜିର ଖବର ବିଇଡି, ଏମଇଡିରେ ନାମଲେଖା ପାଇଁ ବିଜ୍ଞପ୍ତି, ଆସନ୍ତା ମାସରେ ପ୍ରବେଶିକ ପରୀକ୍ଷା ଭୁବନେଶ୍ବର: ରାଜ୍ୟର ସରକାରୀ ସଂସ୍ଥାରେ ବିଇଡି ଏବଂ ଏମଇଡିରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଛାତ୍ରଚାତ୍ରୀମାନେ ଅନଲାଇନରେ ଫର୍ମ ଫିଲପ କରି ଏହି ପାଠ୍ୟକ୍ରମ ପାଇଁ…