ଆଜିର ଖବର ଭିଜିଲାନ୍ସ ଜାଲରେ ବିଏମସି ନିର୍ବାହୀ ଯନ୍ତ୍ରୀ: ଭୁବନେଶ୍ଵର ସମେତ ଏକକାଳୀନ ୪ ଟି ସ୍ଥାନରେ ଚାଲିଛି ଚଢାଉ ଭୁବନେଶ୍ବର: ଆଜି ସକାଳୁ ଭିଜିଲାନ୍ସ ଅଧିକାରୀମାନେ ଭୁବନେଶ୍ବର ମହାନଗର ନିଗମର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢାଉ କରିଛନ୍ତି। ଏକକାଳୀନ ତାଙ୍କର ୪ଟି ସ୍ଥାନରେ…