ଆଜିର ଖବର ଯାଜପୁରରେ ମତଦାନ ବେଳେ ବିଏଲଓ ଙ୍କ ଦେହାନ୍ତ ଭୁବନେଶ୍ଵର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଥ ନମ୍ବର -୧୫୭ର ଜଣେ ବିଏଲଓ (ବ୍ଲକ ସ୍ତରୀୟ ଅଧିକାରୀ) ଙ୍କ ଦେହାନ୍ତ ହୋଇଛି। ଜିଲ୍ଲାପାଳ ଏବଂ…