ବିକଶିତ ଭାରତ: ସୁରକ୍ଷା ଦିଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଛତିଶଗଡର ରାୟପୁରରେ ୨୯-୩୦ ନଭେମ୍ବର ୨୦୨୫ରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ଅଖିଳ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ନିରୀକ୍ଷକ ମହାନିରୀକ୍ଷକଙ୍କ ୬୦ତମ ସମ୍ମିଳନୀରେ ଅଂଶଗ୍ରହଣ କରିବେ।…