ଆଜିର ଖବର ଫୁଲବାଣୀ ଠାରେ ବାର୍ତ୍ତାଳାପ ଆୟୋଜନ କରିବ ପିଆଇବି ଭୁବନେଶ୍ୱର: ବାମପନ୍ଥୀ ଉଗ୍ରବାଦର ବିଲୋପ ପରେ ଓଡ଼ିଶାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ସାମାଜିକ-ଆର୍ଥିକ ସ୍ଥିତିରେ ଆସିଥିବା ପରିବର୍ତ୍ତନ ଏବଂ ତୃଣମୂଳ ସ୍ତରରେ ଆସିଥିବା ରୂପାନ୍ତରଣ ବିଷୟବସ୍ତୁ ଉପରେ…