ଆଜିର ଖବର ଆସନ୍ତାକାଲି ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ସେପ୍ଟେମ୍ବର ୨୦୨୬ରେ ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ, ପ୍ରଧାନମନ୍ତ୍ରୀ ଭଦୋଦରାରେ ୩୫,୦୦୦ କୋଟି ଟଙ୍କାରୁ…