ଆଜିର ଖବର ସରକାରଙ୍କ ଅଧୀନରେ ବିକାଶ ଯାତ୍ରାକୁ ଦର୍ଶାଉଥିବା ୱେବସାଇଟ୍ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ଗତ ୯ ବର୍ଷର ସରକାରଙ୍କ ବିକାଶମୂଳକ ଯାତ୍ରାକୁ ବର୍ଣ୍ଣନା କରିଥିବା ୱେବସାଇଟର ଲିଙ୍କ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକେ କିପରି ବିଭିନ୍ନ ସରକାରୀ…