ଅପରାଧ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାଙ୍କ ସମ୍ପର୍କୀୟଙ୍କ ୫୦ କୋଟି ସମ୍ପତ୍ତି ସିଲ୍ ନୂଆଦିଲ୍ଲୀ: ପୋଲିସର ଏନକାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ସିଲ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରୀ ସୂତ୍ର ଅନୁଯାୟୀ…