ଆଜିର ଖବର ଅସ୍ତ୍ର ବିରତି ଚୁକ୍ତି ଉଲଂଘନ ନେଇ ଭାରତର ତୀବ୍ର ପ୍ରତିକ୍ରିୟା, ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଲେ….. ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହେବାର କିଛି ଘଣ୍ଟା ପରେ, ପାକିସ୍ତାନ ବାରମ୍ବାର…