ଆଞ୍ଚଳିକ ଖୋର୍ଦ୍ଧା: ଓରମାସ କାର୍ଯ୍ୟାଳୟଠାରେ ବିକ୍ରୟ କେନ୍ଦ୍ର ଉଦଘାଟିତ ଖୋର୍ଦ୍ଧା: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଶନ ସମିତି(ଓରମାସ)କାର୍ଯ୍ୟାଳୟ, ଖୋର୍ଦ୍ଧା ଠାରେ ଗ୍ରାମୀଣ କାରିଗରମାନଙ୍କର ଉତ୍ପାଦିତ ସାମଗ୍ରୀର ବିକ୍ରୟ କେନ୍ଦ୍ର ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଖୋର୍ଦ୍ଧା…