ଆଜିର ଖବର ଓଡିଶା ସମେତ ହାଇକୋର୍ଟର ୬ ବିଚାରପତିଙ୍କୁ ସ୍ଥାନାନ୍ତର କରିବାକୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ହାଇକୋର୍ଟର ୬ ଜଣ ବିଚାରପତିଙ୍କ ସ୍ଥାନାନ୍ତର ପାଇଁ ସୁପାରିଶ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡିଶା ହାଇକୋର୍ଟର ଜଷ୍ଟିସ ଚିତ୍ତରଂଜନ ଦାସ ଅଛନ୍ତି।…