ଆଜିର ଖବର ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ଘଟଣା: ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ନିଜକୁ ପୃଥକ କଲେ ବିଚାରପତି ଇନ୍ଦିରା ବାନାର୍ଜୀ ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପରେ ହୋଇଥିବା ହିଂସା ମାମଲାର ଶୁଣାଣୀ ପାଇଁ ସୁପ୍ରିମକୋର୍ଟର ବିଚାରପତି ନିଜକୁ ଅଲଗା କରିଦେଇଛନ୍ତି। ବିଚାରପତି ଇନ୍ଦିରା ବାନାର୍ଜୀ ଏହି ମାମଲାର ଶୁଣାଣିରୁ…