ବିଶେଷ ଖବର ବିଜୁବାବୁଙ୍କ ଶ୍ରାଦ୍ଧୋତ୍ସବରେ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏପରି କଥା ଭୁବନେଶ୍ବର: ମହିଳା ସଶକ୍ତିକରଣ ବିଜୁବାବୁଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ଥିଲା। ଏ ଦିଗରେ ସେ ଅନେକ ମାଇଲ ଷ୍ଟୋନ ସୃଷ୍ଟି କରିଯାଇଛନ୍ତି । ଆଜି ଜୟଦେବ ଭବନରେ…