ଜାତୀୟ ଖବର ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇଁ ବଞ୍ଚିଲା ଜୀବନ, ମୁଖ୍ୟମନ୍ତ୍ରୀ ଓ ସମ ହସପିଟାଲକୁ ଧନ୍ୟବାଦ ଦେଲେ ହିତାଧିକାରୀ ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ଆଜି ମୋର ଜୀବନ ବଞ୍ଚିଗଲା। ସେହିପରି ସମ ହସପିଟାଲ କର୍ମଚାରୀମାନେ ଯେପରି ସେବା ଦେଲେ ତାହା ଭୁଲିବାର ନାହିଁ।…