ଜାତୀୟ ଖବର କାଲି ଦଳକୁ ଆସି ଆଜି ନିଜକୁ ସର୍ବେସର୍ବା ଭାବିବା ଠିକ ନୁହେଁ, ଏମିତି କାହିଁକି କହିଲେ ଦେବାଶୀଷ ସାମନ୍ତରାୟ ଭୁବନେଶ୍ବର: କାଲି ଯିଏ ଦଳକୁ ଆସିଛି, ଆଜି ସିଏ ସର୍ବେସର୍ବା ଭାବୁଛି। ଏହା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ। ଗତକାଲି ତାଙ୍କ…