ଜାତୀୟ ଖବର ନିର୍ବାଚନ ପରେ ପ୍ରଥମ ଥର ପାଇଁ ନିଜର ଶକ୍ତି ପ୍ରଦର୍ଶନ କଲା ବିଜେଡି, ହେଲେ ଭବିଷ୍ୟତ କଣ ହେବ ? ଭୁବନେଶ୍ବର: ବିଧାନସଭା ନିର୍ବାଚନ ପରେ ଦେବାଳିଆ ହୋଇପଡିଥିବା ବିଜୁ ଜନତା ଦଳ ଆଜି ତାହାର ଶକ୍ତି ପ୍ରଦର୍ଶନ କରିଛି। ଭୁବନେଶ୍ବରରେ ଦଳ ତରଫରୁ ଡାକରା ଦିଆଯାଇଥିବା ଆନ୍ଦୋଳନରେ…