ବିଶେଷ ଖବର ବିଜେଡିର ବଡ ଘୋଷଣା, ୧୫ ଙ୍କୁ ଉପ-ସଭାପତି, ୫୫ ଜଣଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ ଭୁବନେଶ୍ବର: ବିଜୁ ଜନତା ଦଳ ବଡ ଘୋଷଣା କରିଛି। ସଭାପତି ନିର୍ବାଚନ ପରେ ବର୍ତ୍ତମାନ ସଂଗଠନକୁ ସଜାଡିବାରେ ଲାଗିଛି। ସେହି ହିସାବରେ ବିଜେଡି ତାହାକର ସଂଗଠନ ସମ୍ଭାଳିବା…