ଜାତୀୟ ଖବର ବିଜେଡି କଂଗ୍ରେସ ସହ ମିଶି କଣ ସରକାର କରିପାରିବ ? ଏମିତି କାହିଁକି କହିଲେ ସାଂସଦ ଦେବାଶିଷ ସାମନ୍ତରାୟ ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବକ୍ତବ୍ୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। କାରଣ ସେ ଗତକାଲି କୁଜଙ୍ଗର ଏକ କର୍ମି ସମ୍ମିଳନୀରେ କହିଛନ୍ତି…