ଆଜିର ଖବର ବିଜେଡି ଖାଲି ହୋଇଯିବା ପ୍ରସଂଗ, ମନମୋହନଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ବଦ୍ରି ପାତ୍ର ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲ ଗତକାଲି ଦେଇଥିବା ବୟାନକୁ ନେଇ ଓଡିଶା ରଜାନୀତିର ବେଶ ଚର୍ଚ୍ଚା ଚାଲିଛି। ମନମୋହନ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଥିଲେ…