ଜାତୀୟ ଖବର ଚଳିତ ନିର୍ବାଚନରେ ବିଜେଡିର 12 ମନ୍ତ୍ରୀ ସଦସ୍ୟତା ହରାଇଲେ, ଜାଣନ୍ତୁ ସେମାନେ କିଏ ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିଜେଡି ମାତ୍ର 51ଟି ଆସନରେ ବିଜୟ ଲାଭ କରି ସତ୍ତାରୁ ଓହରିଯାଇଛି। ତେବେ…