ଆଜିର ଖବର ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମକୁ ନବୀକରଣ କରିଛି। ଏଥିରେ ପୁରୁଣା ଲୋକଙ୍କୁ ବାହାର କରି ନୂଆ ନେତାଙ୍କୁ ସ୍ଥାନିତ…