ଜାତୀୟ ଖବର ଶଙ୍ଖ କ୍ଷେତ୍ର ପୁରୀରେ ଶଙ୍ଖନାଦ କରିବ ବିଜେଡି, ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ ଭୁବନେଶ୍ବର: ଆସନ୍ତାକାଲି ହେଉଛି ବିଜେଡିର ପ୍ରତିଷ୍ଠା ଦିବସ। ପଚିଶ ବର୍ଷ ପୁରଣ କରି ଛବିଶରେ ପଦାର୍ପଣ କରିବ। ଓଡିଶା ରାଜନୀତିରେ ଏହି ଦଳ ପ୍ରତିଷ୍ଠା ଦିନଠାରୁ ଶାସନ…