ଆଜିର ଖବର ଗୁଜୁରାଟ ନିର୍ବାଚନ ୨୦୨୨: ଦଳରୁ ଇସ୍ତଫା ଦେଲେ ଆପ୍ ପ୍ରାର୍ଥୀ, ବିଜେପିକୁ ସମର୍ଥନ ଘୋଷଣା ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ବଡ ବଡ ଦାବି କରୁଥିବା ଆମ୍ ଆଦମୀ ପାର୍ଟିକୁ ଭୋଟ୍ ପୂର୍ବରୁ ଝଟକା ଲାଗିଛି। କଚ୍ଛ ଜିଲ୍ଲାର ଅବଡାସା ବିଧାନସଭା ଆସନରୁ…