ଜାତୀୟ ଖବର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଧରିବେ ପଦ୍ମ, ଖୋର୍ଦ୍ଧା ଜିଲ୍ଲାରେ କରିବେ ଖେଳ ଭୁବନେଶ୍ବର: ଶେଷରେ ବିଜେପିରେ ମିଶିବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ବିଧାୟକ ଥିବା ଏହି ନେତାଙ୍କୁ ବିଜେପି ସାମିଲ କରିବ ବୋଲି ଦିଲ୍ଲୀ ନେତୃବୃନ୍ଦ ସବୁଜ…